or_tn/act/01/01.md

730 B

The former book I wrote

ପୂର୍ବ ପୁସ୍ତକଟି ଲୂକ ଲିଖିତ ସୁସମାଚାର ଅଟେ I

Theophilus

ଲୂକ ଏହି ପୁସ୍ତକଟି ଥିୟଫିଲ ନାମକ ଜଣେ ଲୋକକୁ ଲେଖିଥିଲେ I କେତେକ ଅନୁବାଦ ସେମାନଙ୍କ ସଂସ୍କୁତିରେ ପ୍ରଚଳିତ ଧାରାନୁସIରେ ପତ୍ରରେ ସମ୍ବୋଧନ କରି ବାକ୍ୟର ଆରମ୍ଭରେ “ପ୍ରିୟ ଥିୟଫିଲ” ଲେଖନ୍ତି I ଥିୟଫିଲର ଅର୍ଥ ହେଉଛି “ଈଶ୍ବରଙ୍କ ବନ୍ଧୁ” (ଦେଖ: rc://*/ta/man/translate/translate-names)