or_tn/3jn/01/13.md

8 lines
710 B
Markdown

# General Information:
ଏହା ଗାୟଙ୍କ ନିକଟକୁ ଯୋହନଙ୍କ ଶେଷ ପତ୍ର ଅଟେ । ସେ କେତେକ ଶେଷ ଟିପ୍ପଣୀ ଦିଅନ୍ତି ଏବଂ ଅଭିନନ୍ଦନ ସହିତ ସମାପ୍ତ କରନ୍ତି ।
# I do not wish to write them to you with pen and ink
ଯୋହନ ଏହି ଅନ୍ୟ ବିଷୟ ସମସ୍ତ ଲେଖିବାକୁ ଇଚ୍ଛା କରନ୍ତି ନାହିଁ । ସେ ଏହା କୁହନ୍ତି ନାହି ଯେ ସେ ସମାନଙ୍କୁ କଲମ ଏବଂ କାଳି ବିନା ଅନ୍ୟ କୌଣଷି ବସ୍ତୁରେ ଲେଖିବେ ।