or_tn/3jn/01/06.md

775 B

who have borne witness of your love in the presence of the church

ଏହି ଶବ୍ଦସମୁହ “ବିଦେଶୀମାନଙ୍କୁ” (ପଦ ୫) ଚିତ୍ରଣ କରେ । “କିପରି ସେହି ବିଦେଶୀମାନଙ୍କୁ ତୁମ୍ଭେମାନେ ପ୍ରେମ କରିଲ ଯେଉଁମାନେ ସେହି ବିଷୟ ମଣ୍ଡଳୀରେ ବିଶ୍ବାସୀମାନଙ୍କୁ କହିଛନ୍ତି”

You do well to send them

ଯୋହନ ଏହି ବିଶ୍ବାସୀମାନଙ୍କୁ ସାହାଯ୍ୟ କରିବାରେ ତାହାଙ୍କ ସାଧାରଣ ସ୍ବଭାବ ନିମନ୍ତେ ଗାୟଙ୍କୁ ଧନ୍ୟବାଦ ଦେଉଛନ୍ତି ।