or_tn/3jn/01/03.md

8 lines
702 B
Markdown

# brothers came
ସହ-ବିଶ୍ବାସୀମାନେ ଆସିଲେ, ଏହି ଲୋକମାନେ ସମ୍ଭବତଃ ସମସ୍ତେ ପୁରୁଷ ଥିଲେ ।
# you walk in truth
ଏକ ମାର୍ଗରେ ଚାଲିବା ଏକ ରୂପକ ଅଟେ କାରଣ ଜଣେ ବ୍ୟକ୍ତି କିପରି ତାହାର ଜୀବନ ଅତିବାହିତ କରେ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ତୁମ୍ଭର ଜୀବନକୁ ଈଶ୍ବରଙ୍କ ସତ୍ୟତାରେ ଅନୁସାରେ ଅତିବାହିତ କରୁଅଛ” (ଦେଖ: [[rc://*/ta/man/translate/figs-metaphor]])