or_tn/3jn/01/01.md

16 lines
1.5 KiB
Markdown

# General Information:
ଏହା ଗାୟଙ୍କ ନିକଟକୁ ଯୋହନଙ୍କଠାରୁ ଏକ ବ୍ୟକ୍ତିଗତ ପତ୍ର ଅଟେ । “ତୁମ୍ଭେ” ଏବଂ “ତୁମ୍ଭର” ଶଦ୍ଦର ସମସ୍ତ ଦୃଷ୍ଟାନ୍ତ ଗାୟଙ୍କୁ ଉଦ୍ଦେଶ୍ୟ କରେ ଏବଂ ଏକବଚନ ଅଟନ୍ତି । (ଦେଖ:[[rc://*/ta/man/translate/figs-you]])
# The elder
ଏହା ଯୋହନଙ୍କୁ ସୂଚିତ କରେ, ଜଣେ ପ୍ରେରିତ ଏବଂ ଯୀଶୁଙ୍କର ଶିଷ୍ୟ । ସେ ଆପଣାକୁ ଜଣେ “ପ୍ରାଚୀନ” ଭାବେ ଉଲ୍ଲେଖ କରନ୍ତି, ହୁଏତ ତାହାଙ୍କ ଗତ ବୟସ୍କର କାରଣରୁ କିମ୍ବା ସେ ମଣ୍ଡଳୀରେ ଜଣେ ଅଧ୍ୟକ୍ଷ ଅଟନ୍ତି । ଲେଖକଙ୍କ ନାମକୁ ସ୍ପଷ୍ଟ କାରାଯାଇ ପାରେ: “ମୁଁ, ପ୍ରାଚୀନ ଯୋହନ, ଲେଖୁଅଛି । “ (ଦେଖ: [[rc://*/ta/man/translate/figs-explicit]])
# Gaius
ସେ ଜଣେ ସାଥୀ ବିଶ୍ବାସୀ ଅଟନ୍ତି ଯାହାଙ୍କ ନିକଟକୁ ଯୋହନ ଏହି ପତ୍ର ଲେଖୁଛନ୍ତି । (ଦେଖ:[[rc://*/ta/man/translate/translate-names]])
# whom I love in truth
ଯାହାଙ୍କୁ ମୁଁ ପ୍ରକୃତରେ ପ୍ରେମ କରେ