or_tn/2ti/04/22.md

878 B

May the Lord be with your spirit

ମୁଁ ପ୍ରାର୍ଥନା କରୁଅଛି ଯେ ପ୍ରଭୁ ତୁମ୍ଭର ଆତ୍ମାକୁ ବଳବାନ୍ କରନ୍ତୁ I ଏଠାରେ “ତୁମ୍ଭ” ଶବ୍ଦଟି ଏକବଚନ ଓ ତୀମଥିଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

May grace be with you

ମୁଁ ପ୍ରାର୍ଥନା କରୁଅଛି ଯେ ସେଠାରେ ଥିବା ସମସ୍ତଙ୍କୁ ପ୍ରଭୁ ଆପଣା ଅନୁଗ୍ରହ ପ୍ରଦାନ କରନ୍ତୁ I ଏଠାରେ “ତୁମ୍ଭମାନଙ୍କ” ଶବ୍ଦ ବହୁବଚନ ଓ ତୀମଥିଙ୍କ ସହିତ ଥିବା ସବୁ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)