or_tn/2ti/04/13.md

1.2 KiB

cloak

ବସ୍ତ୍ର ଉପରେ ପରିଧାନ କରାଯାଉଥିବା ଗୋଟିଏ ଓଜନିଆ ପୋଷାକ

Carpus

ଏହା ଜଣେ ପୁରୁଷ ଲୋକର ନାମ I (ଦେଖ: rc://*/ta/man/translate/translate-names)

the books

ଏହା ନଳାକାର ପୁସ୍ତକକୁ ବୁଝାଏ I ଗୋଟିଏ ନଳାକାର ପୁସ୍ତକ ହେଉଛି ପେପିରସ କିମ୍ବା ଚମଡାର ଗୋଟିଏ ଲମ୍ବା ଫର୍ଦ୍ଦରୁ ନିର୍ମିତ ଏକ ପ୍ରକାର ପୁସ୍ତକ I ନଳାକାର ପୁସ୍ତକରେ ଲେଖିଲା ପରେ କିମ୍ବା ଏହା ପଢିଲା ପରେ, ଏହାର ଦୁଇ ଧାରରେ ବାଡିଦେଇ ଲୋକମାନେ ଏହାକୁ ଗୁଡାଇ ଦେଉଥିଲେ I

especially the parchments

ଏହା ଏକ ପ୍ରକାର ନିର୍ଦ୍ଦିଷ୍ଟ ନଳାକାର ପୁସ୍ତକକୁ ବୁଝାଇପାରେ I ବିକଳ୍ପ ଅନୁବାଦ: “ବିଶେଷକରି ପଶୁ ଚମଡାରୁ ନିର୍ମିତ ହୋଇଥିବା ପୁସ୍ତକ” (ଦେଖ: rc://*/ta/man/translate/figs-explicit)