or_tn/2ti/04/08.md

2.3 KiB
Raw Permalink Blame History

The crown of righteousness has been reserved for me

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋ ନିମନ୍ତେ ଧାର୍ମିକତାର ମୁକୁଟ ସଂରକ୍ଷିତ କରି ରଖିଛନ୍ତି” (ଦେଖ: rc://*/ta/man/translate/figs-activepassive)

crown of righteousness

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ମୁକୁଟ ହେଉଛି ପୁରସ୍କାର, ଯାହା ଈଶ୍ବର ଯଥାର୍ଥଭାବରେ ଜୀବନ ଯାପନ କରୁଥିବା ଲୋକମାନଙ୍କୁ ଦିଅନ୍ତି କିମ୍ବା ) ମୁକୁଟ ଧାର୍ମିକତାର ଗୋଟିଏ ରୂପକ I ଗୋଟିଏ ପ୍ରତିଯୋଗିତାର ବିଚାରକର୍ତ୍ତା ଯେପରି ବିଜେତାଙ୍କୁ ମୁକୁଟ ଦିଅନ୍ତି, ଯେତେବେଳେ ପାଉଲ ଆପଣା ଜୀବନ ଶେଷ କରିବେ, ଈଶ୍ବର ପାଉଲଙ୍କୁ ଧାର୍ମିକ ବୋଲି ଘୋଷଣା କରିବେ I (ଦେଖ: rc://*/ta/man/translate/figs-metaphor)

crown

ଲରେଲ୍ ବୃକ୍ଷର ପତ୍ରରୁ ନିର୍ମିତ ଗୋଟିଏ ମାଳା, ଯାହା କ୍ରୀଡା ପ୍ରତିଯୋଗିତାରେ ବିଜେତାମାନଙ୍କୁ ଦିଆଯାଉଥିଲା

on that day

ଯୀଶୁଙ୍କ ପୁନରାଗମନ ଦିନରେ କିମ୍ବା “ଈଶ୍ବର ଲୋକମାନଙ୍କର ବିଚାର କରିବା ଦିନରେ”

but also to all those who have loved his appearing

ପାଉଲ ଏହି ଘଟଣା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଘଟିଯାଇଛି I ଏହାକୁ ଗୋଟିଏ ଭବିଷ୍ୟତର ଘଟଣା ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମାତ୍ର ଯେଉଁମାନେ ତାହାଙ୍କ ପୁନରାଗମନକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି, ସେମାନଙ୍କୁ ମଧ୍ୟ ସେ ତାହା ଦେବେ” (ଦେଖ: rc://*/ta/man/translate/figs-pastforfuture)