or_tn/2ti/04/05.md

1010 B

be sober-minded

ପାଉଲ ଚାହାନ୍ତି ଯେ ତାଙ୍କର ପାଠକମାନେ ସବୁ ବିଷୟରେ ସଠିକ୍ ଚିନ୍ତା କରନ୍ତୁ ଓ ସେ ସେମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଚାହାନ୍ତି ଯେ ସେମାନେ ଦ୍ରାକ୍ଷାରସରେ ମତ୍ତ ନ ହୋଇ ସୁବୁଦ୍ଧି ହୁଅନ୍ତୁ I ବିକଳ୍ପ ଅନୁବାଦ: “ସ୍ପଷ୍ଟଭାବେ ଚିନ୍ତା କର” (ଦେଖ: rc://*/ta/man/translate/figs-metaphor)

the work of an evangelist

ଏହାର ଅର୍ଥ ହେଉଛି, ଯୀଶୁ କିଏ, ସେ ସେମାନଙ୍କ ନିମନ୍ତେ କଅଣ କରିଥିଲେ, ଓ ସେମାନେ ତାହାଙ୍କ ନିମନ୍ତେ କିପରି ଜୀବନ କାଟିବା ଆବଶ୍ୟକ, ତାହା ଲୋକମାନଙ୍କୁ ଜଣାଇବା I