or_tn/2ti/04/02.md

977 B

the word

ଏଠାରେ ବାକ୍ୟ ""ସମ୍ବାଦ""ର ଅନ୍ୟନାମ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ବିଷୟକ ସମ୍ବାଦ” (ଦେଖ: rc://*/ta/man/translate/figs-metonymy)

when it is not

ଏଠାରେ “ସୁବିଧାଜନକ” ଶବ୍ଦଟି ବୁଝିହେଉଛି I ବିକଳ୍ପ ଅନୁବାଦ: “ଯେତେବେଳେ ଏହା ସୁବିଧାଜନକ ସମୟ ନୁହେଁ” (ଦେଖ: rc://*/ta/man/translate/figs-ellipsis)

Reprove

କୌଣସି ବ୍ୟକ୍ତିକୁ କୁହ ଯେ ସେ ମନ୍ଦ କାର୍ଯ୍ୟ କରିବାରେ ଦୋଷୀ ଅଟେ

exhort, with all patience and teaching

ଲୋକମାନଙ୍କୁ ସବୁବେଳେ ଉତ୍ସାହ ଓ ଶିକ୍ଷା ଦିଅ ଏବଂ ସେମାନଙ୍କ ପ୍ରତି ସର୍ବଦା ସହିଷ୍ଣୁ ହୁଅ