or_tn/2ti/04/01.md

1.8 KiB

Connecting Statement:

ପାଉଲ ତୀମଥିଙ୍କୁ ବିଶ୍ବସ୍ତ ରହିବାକୁ ସ୍ମରଣ କରାଉଛନ୍ତି ଓ ଏହା ମଧ୍ୟ ଯେ ସେ, ପାଉଲ ବର୍ତ୍ତମାନ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ I

this solemn command before God and Christ Jesus

ଈଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ ଏହି ଦୃଢ଼ ଆଜ୍ଞା ଦେଉଅଛି I ଏହା ସୂଚିତ କରେ ଯେ ଈଶ୍ବର ଓ ଯୀଶୁ ପାଉଲଙ୍କର ସାକ୍ଷୀ ଅଟନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କୁ ମୋହର ସାକ୍ଷୀ ରଖି ଏହି ଦୃଢ଼ ଆଜ୍ଞା ଦେଉଅଛି” (ଦେଖ: rc://*/ta/man/translate/figs-explicit)

solemn command

ଦୃଢ଼ ଆଜ୍ଞା

the living and the dead

ସମସ୍ତ ଲୋକଙ୍କୁ ବୁଝାଇବାପାଇଁ ଏଠାରେ “ଜୀବିତ” ଓ “ମୃତ” ଶବ୍ଦ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ଆରମ୍ଭରୁ ଏ ପର୍ଯ୍ୟନ୍ତ ବଞ୍ଚିଥିବା ସମସ୍ତ ଲୋକ” (ଦେଖ: rc://*/ta/man/translate/figs-merism)

the dead, and because of his appearing and his kingdom

ଏଠାରେ “ରାଜ୍ୟ” ରାଜାଭାବରେ ଖ୍ରୀଷ୍ଟଙ୍କର ରାଜତ୍ବକୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ଯେତେବେଳେ ରାଜାଭାବରେ ପୁନରାଗମନ କରିବେ, ସମସ୍ତ ମୃତ ଲୋକମାନେ” (ଦେଖ: rc://*/ta/man/translate/figs-metonymy)