or_tn/2ti/03/09.md

699 B

they will not advance very far

ପାଉଲ ଶାରୀରିକ ଚଳପ୍ରଚଳନ ବିଷୟକ ଭାବ ବ୍ୟବହାର କରି କହୁଛନ୍ତି ଯେ ଭଣ୍ଡ ଶିକ୍ଷକମାନେ ବିଶ୍ବାସୀମାନଙ୍କ ମଧ୍ୟରେ ଅଧିକ ସଫଳ ହେବେ ନାହିଁ I ବିକଳ୍ପ ଅନୁବାଦ: “ସେମାନେ ଅଧିକ ସଫଳ ହେବେ ନାହିଁ” (ଦେଖ: rc://*/ta/man/translate/figs-metaphor)

obvious

ଯାହା ଲୋକମାନେ ସହଜରେ ଦେଖିପାରିବେ

of those men

ଯନ୍ନୀସ୍ ଓ ଯମ୍ବ୍ରୀସ୍ ବିଷୟରେ