or_tn/2ti/03/06.md

2.4 KiB
Raw Permalink Blame History

enter into households and captivate

ଗୃହରେ ପ୍ରବେଶ କରି ଅତ୍ୟନ୍ତ ପ୍ରଭାବିତ କରନ୍ତି

foolish women

ଯେଉଁ ସ୍ତ୍ରୀ ଲୋକମାନେ ଆତ୍ମିକଭାବରେ ଦୁର୍ବଳ I ଏହି ସ୍ତ୍ରୀ ଲୋକମାନେ ହୁଏତ ଆତ୍ମିକଭାବରେ ଦୁର୍ବଳ, କାରଣ ସେମାନେ ଈଶ୍ବରପରାୟଣ ହେବାକୁ ବିଫଳ ହୁଅନ୍ତି କିମ୍ବା ସେମାନେ ଅଲସୁଆ ଓ ଅନେକ ପାପରେ ଜଡିତ ଅଟନ୍ତି I

who are heaped up with sins

ପାପର ଆକର୍ଷଣ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହି ସ୍ତ୍ରୀ ଲୋକମାନଙ୍କ ପିଠିରେ ପାପଗୁଡିକ ଠୁଳ ହୋଇ ଲଦି ହୋଇ ରହିଛି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯେଉଁମାନେ ବାରମ୍ବାର ପାପ କରନ୍ତି” କିମ୍ବା ) “ଯେଉଁମାନେ ଅତିଶୟ ଦୋଷୀ ମନେ କରନ୍ତି, କାରଣ ସେମାନେ ନିରନ୍ତର ପାପ କରୁଛନ୍ତି I” ଚିନ୍ତାଧାରା ହେଉଛି ଯେ ଏହି ଲୋକମାନେ ଏହି ସ୍ତ୍ରୀ ଲୋକମାନଙ୍କୁ ସହଜରେ ପ୍ରଭାବିତ କରି ପାରନ୍ତି, କାରଣ ଏହି ସ୍ତ୍ରୀ ଲୋକମାନେ ପାପ କରିବାରୁ ନିବୃତ ହୋଇ ପାରନ୍ତି ନାହିଁ I (ଦେଖ: rc://*/ta/man/translate/figs-metaphor)

are led away by various desires

ପାଉଲ ଏହି ପ୍ରକାର ବିଭିନ୍ନ ଅଭିଳାଷ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡ଼ିକ ଅନ୍ୟ ଜଣକୁ ଦୂରକୁ ନେଇଯିବେ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଖ୍ରୀଷ୍ଟଙ୍କର ବାଧ୍ୟ ନ ହୋଇ ବରଂ ବିଭିନ୍ନ ପ୍ରକାରେ ପାପ କରିବାକୁ ଇଚ୍ଛା କରନ୍ତି” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])