or_tn/2ti/02/26.md

1.9 KiB

They may become sober again

ପାପୀମାନେ ଈଶ୍ବରଙ୍କ ସମ୍ବନ୍ଧରେ ଯଥାର୍ଥଭାବରେ ଚିନ୍ତା କରିବାକୁ ଶିକ୍ଷା କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ମତ୍ତ ଲୋକମାନେ, ଆଉ ପୁନର୍ବାର ସୁବୁଦ୍ଧି ହେଉଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ପୁନର୍ବାର ଯଥାର୍ଥଭାବରେ ଚିନ୍ତା କରିବେ” (ଦେଖ: rc://*/ta/man/translate/figs-metaphor)

leave the devil's trap

ଖ୍ରୀଷ୍ଟିୟାନମାନଙ୍କୁ ପାପରେ ପକାଇବାକୁ ଶୟତାନର ଦକ୍ଷତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଫାନ୍ଦ I ବିକଳ୍ପ ଅନୁବାଦ: “ଶୟତାନ ଚାହୁଁଥିବା ବିଷୟ କରିବା ବନ୍ଦ କର” (ଦେଖ: rc://*/ta/man/translate/figs-metaphor)

after they have been captured by him for his will

ଖ୍ରୀଷ୍ଟିୟାନମାନଙ୍କୁ ପାପରେ ପକାଇବା ବିଷୟରେ କୁହାଯାଏ ଯେ ସତେ ଯେପରି ଶୟତାନ ସେମାନଙ୍କୁ ଶାରୀରିକ ଭାବରେ ଧରିନେଇ ଆପଣାର ଦାସ କରି ରଖିଅଛି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କୁ ଆପଣା ଇଚ୍ଛାର ବାଧ୍ୟ କରାଇ ସେମାନଙ୍କୁ ଭୁଲାଇଲା ପରେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])