or_tn/2ti/02/23.md

1.2 KiB

refuse foolish and ignorant questions

ନିର୍ବୋଧ ଓ ବିତଣ୍ଡା ବାଦାନୁବାଦର ଉତ୍ତର ଦେବାକୁ ଅଗ୍ରାହ୍ୟ କର I ପାଉଲଙ୍କ କହିବାର ଅର୍ଥ ହେଉଛି ଯେ ଏହି ପ୍ରକାର ପ୍ରଶ୍ନ ପଚାରୁଥିବା ଲୋକମାନେ ନିର୍ବୋଧ ଓ ଅଜ୍ଞ ଅଟନ୍ତି I ବିକଳ୍ପ ଅନୁବାଦ: “ସତ୍ୟକୁ ଜାଣିବାକୁ ଇଚ୍ଛା କରୁ ନ ଥିବା ନିର୍ବୋଧ ଲୋକମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ଦେବାକୁ ଅଗ୍ରାହ୍ୟ କର” (ଦେଖ: rc://*/ta/man/translate/figs-metonymy)

they give birth to arguments

ଅଜ୍ଞ ପ୍ରଶ୍ନ ଗୁଡିକ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ସନ୍ତାନ ପ୍ରସବ କରୁଥିବା ସ୍ତ୍ରୀ ଲୋକ ସଦୃଶ I ବିକଳ୍ପ ଅନୁବାଦ: “ସେମାନେ ଯୁକ୍ତିତର୍କ କରନ୍ତି” (ଦେଖ: rc://*/ta/man/translate/figs-metaphor)