or_tn/2ti/02/19.md

2.6 KiB
Raw Permalink Blame History

General Information:

ଗୋଟିଏ ଧନୀ ଘରେ ଯେପରି ଉଭୟ ବହୁମୂଲ୍ୟ ଓ ସାଧାରଣ ପାତ୍ରଗୁଡିକୁ ସମାଦରଭାବରେ ବ୍ୟବହାର କରାଯାଏ, ଈଶ୍ବରଙ୍କ ନିକଟକୁ ଫେରୁଥିବା ଯେ କୌଣସି ଲୋକ ଉତ୍ତମ କର୍ମ ନିମନ୍ତେ ଈଶ୍ବରଙ୍କ ଦ୍ବାରା ସମାଦର ଭାବରେ ବ୍ୟବହୃତ ହୋଇପାରିବ I (ଦେଖ: rc://*/ta/man/translate/figs-metaphor)

the firm foundation of God stands

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଈଶ୍ବରଙ୍କ ସତ୍ୟ ଦୃଢ଼ ଭିତ୍ତିମୂଳ ସ୍ବରୂପ” କିମ୍ବା ) “ଈଶ୍ବର ଆପଣା ଲୋକମାନଙ୍କୁ ଏକ ଦୃଢ଼ ଭିତ୍ତିମୂଳ ଉପରେ ସ୍ଥାପିତ ଗୃହ ସଦୃଶ ସ୍ଥାପନ କରିଛନ୍ତି” କିଅବା ୩) “ଈଶ୍ବରଙ୍କ ବିଶ୍ବସ୍ତତା ଏକ ଦୃଢ଼ ଭିତ୍ତିମୂଳ ସ୍ବରୂପ ଅଟେ I” ଯେ କୌଣସି କ୍ଷେତ୍ର ହେଉ, ପାଉଲ ଏହି ଚିନ୍ତାଧାରା ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଭୂମିରେ ସ୍ଥାପନ କରାଯାଇଥିବା ଗୃହର ଭିତ୍ତିମୂଳ I (ଦେଖ: rc://*/ta/man/translate/figs-metaphor)

who names the name of the Lord

ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ I ଏଠାରେ “ପ୍ରଭୁଙ୍କ ନାମ” ସ୍ବୟଂ ପ୍ରଭୁଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ ଯେ କେହି ପ୍ରଭୁଙ୍କୁ ଡାକିବ” କିମ୍ବା “ଯେ କହେ କି ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ବାସୀ ଅଟେ” (ଦେଖ: rc://*/ta/man/translate/figs-metonymy)

depart from unrighteousness

ପାଉଲ ଅଧାର୍ମିକତା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଯାହାକୁ ଜଣେ ଛାଡ଼ିପାରିବ I ବିକଳ୍ପ ଅନୁବାଦ: “ମନ୍ଦ ଲୋକ ହେବା ବନ୍ଦ କର” କିମ୍ବା “ମନ୍ଦ କାର୍ଯ୍ୟ କରିବାରୁ କ୍ଷାନ୍ତ ହୁଅ” (ଦେଖ: rc://*/ta/man/translate/figs-metaphor)