or_tn/2ti/02/18.md

12 lines
941 B
Markdown

# who have gone astray from the truth
ଏଠାରେ “ସତ୍ୟଭ୍ରଷ୍ଟ” ଗୋଟିଏ ରୂପକ, ଯାହାର ଅର୍ଥ ସତ୍ୟକୁ ଆଉ ବିଶ୍ବାସ ନ କରିବା ବା ସତ୍ୟ ବାକ୍ୟକୁ ଶିକ୍ଷା ନ ଦେବା I ବିକଳ୍ପ ଅନୁବାଦ: “ଯେଉଁମାନେ ଯାହା ସତ୍ୟ ନୁହେଁ ତାହା କହିବାକୁ ଆରମ୍ଭ କରିଛନ୍ତି” (ଦେଖ: [[rc://*/ta/man/translate/figs-metaphor]])
# the resurrection has already happened
ଈଶ୍ବର ମୃତ ହୋଇଥିବା ବିଶ୍ବାସୀମାନଙ୍କୁ ଅନନ୍ତ ଜୀବନ ନିମନ୍ତେ ଉଠାଇ ସାରିଛନ୍ତି
# they destroy the faith of some
ସେମାନେ କେତେକ ଲୋକଙ୍କୁ ବିଶ୍ବାସ କରିବାରୁ ଅଟକାଇ ଅଛନ୍ତି