or_tn/2ti/02/16.md

692 B

which leads to more and more godlessness

ଏହି ପ୍ରକାର କଥା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଶାରୀରିକ ଭାବରେ ଆଉ ଗୋଟିଏ ସ୍ଥାନକୁ ଯାଇପାରିବ, ଓ ସେ ଈଶ୍ବରବିହୀନତା ବିଷୟରେ କହନ୍ତି ଯେ ସତେ ଯେପରି ଏହା ସେହି ନୂତନ ସ୍ଥାନ I ବିକଳ୍ପ ଅନୁବାଦ: “ଯାହା ଲୋକମାନଙ୍କୁ ଅଧିକରୁ ଅଧିକ ଈଶ୍ବର ବିରୋଧୀ କରାଇଥାଏ” (ଦେଖ: rc://*/ta/man/translate/figs-metaphor)