or_tn/2ti/02/05.md

1.5 KiB

as an athlete, he is not crowned unless he competes by the rules

ପାଉଲ ନିଃସନ୍ଦିଗ୍ଧ ଭାବରେ ଖ୍ରୀଷ୍ଟଙ୍କ ସେବକମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ କ୍ରୀଡାବିତ୍ ଅଟନ୍ତି I (ଦେଖ: rc://*/ta/man/translate/figs-explicit)

he is not crowned unless he competes by the rules

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ନିୟମ ପାଳନ କରି ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହେଲେ ଯାଇ ସେମାନେ ତାହାଙ୍କୁ ମୁକୁଟ ଦେବେ” (ଦେଖ: rc://*/ta/man/translate/figs-activepassive)

he is not crowned

ସେ ପୁରସ୍କାର ପ୍ରାପ୍ତ ହୁଏ ନାହିଁ I ପାଉଲଙ୍କ ସମୟରେ କ୍ରୀଡାବିତ୍ ମାନେ ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହେଲେ ବୃକ୍ଷର ପତ୍ରରେ ତିଆରି ମାଳାଦେଇ ସେମାନଙ୍କୁ ମୁକୁଟ ଭୂଷିତ କରାଯାଉଥିଲା I

competes by the rules

ନିୟମ ଅନୁସାରେ ପ୍ରତିଦ୍ବନ୍ଦ୍ବିତା କରେ କିମ୍ବା “କଡାକଡିଭାବରେ ନିୟମ ପାଳନ କରେ”