or_tn/2ti/02/02.md

966 B

among many witnesses

ଅନେକଙ୍କ ସାକ୍ଷାତରେ ମୁଁ ଯେଉଁ ବାକ୍ୟ କହିଥିଲି, ତାହା ସତ୍ୟ ବୋଲି ପ୍ରମାଣିତ ହୋଇଥିବା ତୁମ୍ଭେ ଜାଣିଅଛ

entrust them to faithful people

ପାଉଲ ତୀମଥିଙ୍କୁ ଦେଇଥିବା ଆପଣା ଉପଦେଶ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ କିଛି ପଦାର୍ଥ, ଯାହା ସେ ଅନ୍ୟଲୋକମାନଙ୍କୁ ଦେଇପାରିବେ ଓ ସେମାନେ ତାହା ଠିକ୍ ଭାବରେ ବ୍ୟବହାର କରିବେ ବୋଲି ସେମାନଙ୍କୁ ଭରସା କରିପାରିବେ I ବିକଳ୍ପ ଅନୁବାଦ: “ସମର୍ପଣ କର” କିମ୍ବା “ଶିକ୍ଷା ଦିଅ” (ଦେଖ: rc://*/ta/man/translate/figs-metaphor)