or_tn/2th/03/intro.md

1.5 KiB
Raw Permalink Blame History

ଥେସଲନୀକୀୟ ୦୩ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଅଳସୁଆ ଓ ଅକାମୀ ଲୋକମାନେ

ଥେସଲନୀକୀ ମଣ୍ଡଳୀରେ ସ୍ପଷ୍ଟଭାବରେ ଗୋଟିଏ ସମସ୍ୟା ଥିଲା ଯେ ସେଠାରେ କାମ କରିପାରିବା ଲୋକ ଥିଲେ, କିନ୍ତୁ କାମ କରିବାକୁ ଚାହୁଁ ନ ଥିଲେ I (See: rc://*/ta/man/translate/figs-explicit)

ତୁମ୍ଭର ଭାଇ ପାପ କଲେ, ତୁମ୍ଭେ କଅଣ କରିବ?

ଏହି ଅଧ୍ୟାୟରେ, ପାଉଲ ଶିକ୍ଷା ଦେଉଛନ୍ତି ଯେ ଖ୍ରୀଷ୍ଟିୟାନମାନେ ଏପରି ଜୀବନ କାଟିବା ଆବଶ୍ୟକ ଯାହା ଈଶ୍ବରଙ୍କୁ ଗୌରବ ଆଣିଦେବ I ଖ୍ରୀଷ୍ଟିୟାନମାନେ ମଧ୍ୟ ପରସ୍ପରକୁ ଉତ୍ସାହ ଦେଇ ସେମାନଙ୍କର କାର୍ଯ୍ୟ ପ୍ରତି ପରସ୍ପର ଉତ୍ତରଦାୟୀ ରହିବା ଉଚିତ I ମଣ୍ଡଳୀ ମଧ୍ୟ ବିଶ୍ବାସୀମାନେ ପାପ କଲେ, ମନପରିବର୍ତ୍ତନ କରିବାକୁ ଉତ୍ସାହ ଦେବାନିମନ୍ତେ ଦାୟୀ ଅଟେ I (ଦେଖ: [[rc:///tw/dict/bible/kt/repent]] ଓ [[rc:///tw/dict/bible/kt/sin]])