or_tn/2th/03/09.md

886 B

We did this not because we have no authority. Instead, we did

ସକରାତ୍ମକ ବିଷୟକୁ ଗୁରୁତ୍ବ ଦେବାପାଇଁ ପାଉଲ ଗୋଟିଏ ଯୁଗ୍ମ ନକରାତ୍ମକ ବିଷୟ ବ୍ୟବହାର କରୁଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କଠାରୁ ଖାଦ୍ୟ ଗ୍ରହଣ କରିବା ନିଶ୍ଚିତଭାବରେ ଆମ୍ଭମାନଙ୍କ ଅଧିକାର ଥିଲା, କିନ୍ତୁ ତା’ ପରିବର୍ତ୍ତେ ଆମ୍ଭମାନଙ୍କ ନିଜ ଖାଦ୍ୟପାଇଁ ଆମ୍ଭେମାନେ କାର୍ଯ୍ୟ କଲୁ” (ଦେଖ: rc://*/ta/man/translate/figs-doublenegatives)