or_tn/2th/03/07.md

854 B

to imitate us

ମୋହର ସହକର୍ମୀମାନେ ଓ ମୁଁ ଯେପରି ଆଚରଣ କରିଥିଲୁ, ସେପରି ଆଚରଣ କରିବାକୁ

We did not live among you as those who had no discipline

ସକରାତ୍ମକ ବିଷୟଟିକୁ ଗୁରୁତ୍ବ ଦେବାପାଇଁ ପାଉଲ ଗୋଟିଏ ଯୁଗ୍ମ ନକରାତ୍ମକ ବିଷୟ ବ୍ୟବହାର କରୁଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅଧିକ ଶୃଂଖଳା ଥିବା ଲୋକ ସଦୃଶ ତୁମ୍ଭମାନଙ୍କ ମଧ୍ୟରେ ବାସ କଲୁ” (ଦେଖ: rc://*/ta/man/translate/figs-doublenegatives)