or_tn/2th/03/05.md

1.0 KiB

direct your hearts

ଏଠାରେ “ହୃଦୟ” ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଭାବନା ବା ମନକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ବୁଝିବାକୁ ଦେବେ” (ଦେଖ: rc://*/ta/man/translate/figs-metonymy)

to the love of God and to the endurance of Christ

ପାଉଲ ଈଶ୍ବରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ସହନଶୀଳତା ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ ରାସ୍ତାରେ ଥିବା ଲକ୍ଷ୍ୟ ସ୍ଥଳସବୁ ଅଟନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ କେତେ ପ୍ରେମ କରନ୍ତି ଓ ଖ୍ରୀଷ୍ଟ ତୁମ୍ଭମାନଙ୍କପାଇଁ କେତେ ସହ୍ୟ କଲେ” (ଦେଖ: rc://*/ta/man/translate/figs-metaphor)