or_tn/2th/02/16.md

962 B

Connecting Statement:

ପାଉଲ ଈଶ୍ବରଙ୍କଠାରୁ ଗୋଟିଏ ଆଶୀର୍ବାଦ ସହ ଶେଷ କରୁଛନ୍ତି I

Now

ପ୍ରସଙ୍ଗରେ ଗୋଟିଏ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I

may our Lord ... who loved us and gave us

“ଆମ୍ଭମାନଙ୍କ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ସମସ୍ତ ବିଶ୍ବାସୀଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)

Lord Jesus Christ himself

ଏଠାରେ “ନିଜେ” ଶବ୍ଦଟି “ପ୍ରଭୁ ଯୀଶୁ ଖ୍ରୀଷ୍ଟ” ବାକ୍ୟାଂଶଟିକୁ ଅତିରିକ୍ତ ଗୁରୁତ୍ବ ଦେଉଛି I (ଦେଖ: rc://*/ta/man/translate/figs-rpronouns)