or_tn/2th/02/15.md

2.2 KiB

So then, brothers, stand firm

ଯୀଶୁଙ୍କଠାରେ ସେମାନଙ୍କର ବିଶ୍ବାସକୁ ଦୃଢ଼ଭାବେ ଧରି ରଖିବାକୁ ପାଉଲ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି I

hold tightly to the traditions

ଏଠାରେ “ଯେଉଁ ଶିକ୍ଷା” ଖ୍ରୀଷ୍ଟଙ୍କର ସତ୍ୟତାକୁ ବୁଝାଏ, ଯାହା ପାଉଲ ଓ ଅନ୍ୟ ପ୍ରେରିତମାନେ ଶିକ୍ଷା ଦେଇଥିଲେ I ପାଉଲ ସେସବୁ ବିଷୟରେ କହନ୍ତି ଯେ ସତେ ଯେପରି ତାହାଙ୍କର ପାଠକମାନେ ସେଗୁଡିକୁ ସେମାନଙ୍କ ହସ୍ତରେ ଧରି ରଖିପାରିବେ I ବିକଳ୍ପ ଅନୁବାଦ: “ସେହି ଶିକ୍ଷାଗୁଡିକ ସ୍ମରଣ କର” କିମ୍ବା “ସତ୍ୟରେ ବିଶ୍ବାସ କର” (ଦେଖ: rc://*/ta/man/translate/figs-metaphor)

you were taught

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଅଛୁ” (ଦେଖ: rc://*/ta/man/translate/figs-activepassive)

whether by word or by our letter

ଏଠାରେ ବାକ୍ୟ ଦ୍ବାରା ହେଉଛି ଗୋଟିଏ ରୂପକ, ଯାହାର ଅର୍ଥ “ପରାମର୍ଶ” ଦ୍ବାରା କିମ୍ବା “ଶିକ୍ଷା” ଦ୍ବାରା I ଏହି ଅର୍ଥବୋଧକ ସୂଚନାକୁ ତୁମେ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: ‘ଆମ୍ଭେମାନେ ଉପସ୍ଥିତ ଥାଇ ତୁମ୍ଭମାନଙ୍କୁ ଶିକ୍ଷା ଦେବା ଦ୍ବାରା ହେଉ ବା ଆମ୍ଭେମାନେ ତୁମ୍ଭମାନଙ୍କୁ ଏକ ପତ୍ରରେ ଯାହା ଲେଖିଛୁ ତାହା ଦ୍ବାରା ହେଉ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-synecdoche]])