or_tn/2th/02/13.md

3.0 KiB

General Information:

ପାଉଲ ବିଶ୍ବାସୀମାନଙ୍କ ନିମନ୍ତେ ଈଶ୍ବରଙ୍କୁ ଧନ୍ୟବାଦ ଦେଇ ସେମାନଙ୍କୁ ଉତ୍ସାହିତ କରୁଛନ୍ତି I

Connecting Statement:

ପାଉଲ ବର୍ତ୍ତମାନ ପ୍ରସଙ୍ଗ ପରିବର୍ତ୍ତନ କରୁଛନ୍ତି I

But

ପ୍ରସଙ୍ଗରେ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I

we should always give thanks

“ସବୁବେଳେ” ଶବ୍ଦଟି ଗୋଟିଏ ସାଧାରଣ ଅନୁମାନ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ନିରନ୍ତର ଧନ୍ୟବାଦ ଦେବା ଉଚିତ” (ଦେଖ: rc://*/ta/man/translate/figs-hyperbole)

we should

ଏଠାରେ “ଆମ୍ଭେମାନେ” ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ I

brothers loved by the Lord

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ହେ ଭାଇମାନେ, ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି” (ଦେଖ: rc://*/ta/man/translate/figs-activepassive)

brothers

ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: rc://*/ta/man/translate/figs-gendernotations)

as the firstfruits for salvation in sanctification of the Spirit and belief in the truth

ପ୍ରଥମେ ପରିତ୍ରାଣ ପ୍ରାପ୍ତ ହୋଇଥିବା ଲୋକମାନଙ୍କ ମଧ୍ୟରେ ରହିବା ବିଷୟରେ କୁହାଯାଏ ଯେ ସତେ ଯେପରି ଥେସଲନୀକୀୟ ବିଶ୍ବାସୀମାନେ “ପ୍ରଥମ ଫଳ” ଅଟନ୍ତି I “ପରିତ୍ରାଣ,” “ପବିତ୍ରୀକରଣ,” “ବିଶ୍ବାସ” ଓ “ସତ୍ୟ”, ଏହି ଗୁଣବାଚକ ବିଶେଷ୍ୟଗୁଡ଼ିକୁ ଲୋପ କରିଦେବାପାଇଁ ମଧ୍ୟ ଏହାକୁ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ପ୍ରଥମ ଲୋକମାନଙ୍କ ମଧ୍ୟରେ ରହିବାକୁ ଯେଉଁମାନେ ଯାହା ସତ୍ୟ, ତାହା ବିଶ୍ବାସକରନ୍ତି ଓ ଯେଉଁମାନଙ୍କୁ ଈଶ୍ବର ପରିତ୍ରାଣକରି ଆପଣା ଆତ୍ମାଙ୍କ ଦ୍ବାରା ନିଜ ନିମନ୍ତେ ପୃଥକ୍ କରିଅଛନ୍ତି” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-abstractnouns]])