or_tn/2th/02/11.md

812 B

For this reason

କାରଣ ଲୋକମାନେ ସତ୍ୟକୁ ପ୍ରେମ କରୁନାହାନ୍ତି

God is sending them a work of error so that they would believe a lie

ଈଶ୍ବର ଲୋକମାନଙ୍କ ପ୍ରତି କିଛି ଘଟିବା ନିମନ୍ତେ ଅନୁମତି ଦେବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେ ସେମାନଙ୍କ ନିକଟକୁ କିଛି ଜିନିଷ ପଠାଉଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ଅଧର୍ମ ପୁରୁଷକୁ ଲୋକମାନଙ୍କୁ ଭୁଲାଇବା ନିମନ୍ତେ ଅନୁମତି ଦେଉଛନ୍ତି” (ଦେଖ: rc://*/ta/man/translate/figs-metaphor)