or_tn/2th/02/04.md

606 B

all that is called God or that is worshiped

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ସବୁ ବିଷୟକୁ ଲୋକମାନେ ଈଶ୍ବର ବୋଲି ବିବେଚନା କରନ୍ତି କିମ୍ବା ଯେଉଁ ସବୁ ବିଷୟକୁ ଲୋକମାନେ ଉପାସନା କରନ୍ତି” (ଦେଖ: rc://*/ta/man/translate/figs-activepassive)

exhibits himself as God

ଆପଣାକୁ ଈଶ୍ବର ବୋଲି ଦେଖାଏ