or_tn/2th/02/03.md

1.3 KiB

General Information:

ପାଉଲ ଅଧର୍ମ ପୁରୁଷ ବିଷୟରେ ଶିକ୍ଷା ଦେଉଛନ୍ତି I

it will not come

ପ୍ରଭୁଙ୍କ ଦିନ ଆସିବ ନାହିଁ

the falling away

ଏହା ଭବିଷ୍ୟତର ଗୋଟିଏ ସମୟକୁ ବୁଝାଏ ଯେତେବେଳେ ଲୋକମାନେ ଈଶ୍ବରଙ୍କ ନିକଟରୁ ବିମୁଖ ହେବେ I

the man of lawlessness is revealed

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଅଧର୍ମ ପୁରୁଷକୁ ପ୍ରକାଶ କରନ୍ତି” (ଦେଖ: rc://*/ta/man/translate/figs-activepassive)

the son of destruction

ପାଉଲ ବିନାଶକୁ ଜଣେ ବ୍ୟକ୍ତିଭାବରେ କହୁଛନ୍ତି, ଯେ କି ଜଣେ ପୁତ୍ରକୁ ଜାତ କଲା, ଆଉ ଯାହାର ଲକ୍ଷ୍ୟ ହେଉଛି ସବୁ ବିଷୟକୁ ବିନାଶ କରିବା I ବିକଳ୍ପ ଅନୁବାଦ; “ସେ ସେହି ଯିଏକି ଯାହା ପାରିବ, ତାହା ବିନାଶ କରିବ” (ଦେଖ: rc://*/ta/man/translate/figs-metaphor)