or_tn/2th/01/01.md

1.3 KiB

General Information:

ପାଉଲ ଏହି ପତ୍ରର ଲେଖକ ଅଟନ୍ତି, କିନ୍ତୁ ସେ ଏହି ପତ୍ରର ପ୍ରେରକଭାବରେ ସିଲ୍ବାନ ଓ ତୀମଥିଙ୍କୁ ସାମିଲ କରୁଛନ୍ତି I ସେ ଥେସଲନୀକୀୟ ମଣ୍ଡଳୀକୁ ନମସ୍କାର କରି ଆରମ୍ଭ କରୁଛନ୍ତି I “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ନିର୍ଦ୍ଦିଷ୍ଟଭାବରେ ଉଲ୍ଲେଖ ନ ଥିଲେ, ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେମାନେ” ଶବ୍ଦ ବହୁବାଚକ ଅଟେ ଓ ଥେସଲନୀକୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc:///ta/man/translate/figs-exclusive]] ଓ [[rc:///ta/man/translate/figs-you]])

Silvanus

ଏହା ଲାଟିନ୍ ଭାଷାରେ ଶୀଲାଙ୍କର ନାମ I ସେ ହେଉଛନ୍ତି, ସେହି ସମାନ ବ୍ୟକ୍ତି, ଯାହାଙ୍କୁ ପ୍ରେରିତ ପୁସ୍ତକରେ ପାଉଲଙ୍କର ସହଯାତ୍ରୀଭାବରେ ତାଲିକାଭୁକ୍ତ କରାଯାଇଛି I