or_tn/2pe/03/18.md

1.3 KiB

grow in the grace and knowledge of our Lord and Savior Jesus Christ

ଏଠାରେ ପ୍ରଭୁଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଇବାର ଅର୍ଥ ହେଉଛି, ତାହାଙ୍କ ଅନୁଗ୍ରହ ଅଧିକ ଅନୁଭବ କରିବା ଓ ତାହାଙ୍କୁ ଅଧିକ ଜାଣିବା I ଗୁଣବାଚକ ବିଶେଷ୍ୟ “ଅନୁଗ୍ରହ”କୁ “ଦୟା ସହକାରେ କାର୍ଯ୍ୟ କର” ବୋଲି ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହକୁ ଅଧିକ ଗ୍ରହଣ କର ଏବଂ ତାହାଙ୍କୁ ଅଧିକ ଜାଣ” କିମ୍ବା “ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ କିପରି ଦୟା ସହକାରେ କାର୍ଯ୍ୟ କରନ୍ତି, ସେ ବିଷୟରେ ଅଧିକ ସଚେତନ ହୁଅ ଓ ତାହାଙ୍କୁ ଅଧିକ ଉତ୍ତମରୂପେ ଜାଣ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-abstractnouns]])