or_tn/2pe/03/11.md

1.5 KiB

Connecting Statement:

ପ୍ରଭୁଙ୍କ ଦିନର ଅପେକ୍ଷା କରୁଥିବା ସମୟରେ ସେମାନେ କିପରି ଜୀବନ ଯାପନ କରିବା ଉଚିତ, ସେ ବିଷୟରେ ପିତର ବିଶ୍ବାସୀମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I

Since all these things will be destroyed in this way

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ଏହିପରି ଭାବରେ ଏହି ସମସ୍ତ ବିଷୟକୁ ବିନଷ୍ଟ କରିବେ” (ଦେଖ: rc://*/ta/man/translate/figs-activepassive)

what kind of people should you be?

ଏହାପରେ ପିତର ଯାହା କହିବାକୁ ଯାଉଛନ୍ତି, ଅର୍ଥାତ୍ ସେମାନେ “ପବିତ୍ର ଓ ଧାର୍ମିକ ଜୀବନ ଯାପନ କରିବା ଉଚିତ”, ଏହି ବିଷୟକୁ ଗୁରୁତ୍ବ ଦେବାପାଇଁ ପିତର ଏହି ଭାବପ୍ରକାଶକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣ ଯେ ତୁମ୍ଭେମାନେ କି ପ୍ରକାର ଲୋକ ହେବା ଉଚିତ I” (ଦେଖ: rc://*/ta/man/translate/figs-rquestion)