or_tn/2pe/03/06.md

8 lines
557 B
Markdown

# through these things
ଏଠାରେ “ଏହି ବିଷୟ” ଈଶ୍ବରଙ୍କ ବାକ୍ୟ ଓ ଜଳକୁ ବୁଝାଏ I
# the world of that time was destroyed, being flooded with water
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେହି ସମୟର ଜଗତକୁ ଜଳରେ ପ୍ଲାବିତ କରି ବିନଷ୍ଟ କଲେ” (ଦେଖ: [[rc://*/ta/man/translate/figs-activepassive]])