or_tn/2pe/03/05.md

8 lines
869 B
Markdown

# the heavens and the earth came to exist ... long ago, by God's command
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପୁରାକାଳରେ ତାହାଙ୍କ ବାକ୍ୟ ଦ୍ବାରା ... ଆକାଶମଣ୍ଡଳ ଓ ପୃଥିବୀକୁ ସ୍ଥାପନ କଲେ” (ଦେଖ: [[rc://*/ta/man/translate/figs-activepassive]])
# came to exist out of water and through water
ଏହାର ଅର୍ଥ ହେଉଛି ଯେ ଈଶ୍ବର ଜଳ ଧାରଣ କରୁଥିବା ସମସ୍ତ ବିଷୟକୁ ଏକତ୍ର କରି ସେଥିରୁ ସ୍ଥଳ ଭାଗକୁ ନିର୍ଗତ କରାଇ ଜଳ ମଧ୍ୟରୁ ପୃଥିବୀକୁ ଅବସ୍ଥିତ କରାଇଲେ I