or_tn/2pe/03/04.md

2.4 KiB

Where is the promise of his return?

ଯୀଶୁ ପୁନରାଗମନ କରିବେ ନାହିଁ ବୋଲି ସେମାନେ ବିଶ୍ବାସ କରୁ ନ ଥିବା ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ପରିହାସକମାନେ ଏହି ଭାବ ପ୍ରକାଶକ ପ୍ରଶ୍ନ ପଚାରନ୍ତି I “ପ୍ରତିଜ୍ଞା” ଶବ୍ଦ ଯୀଶୁ ପୁନରାଗମନ କରିବେ ବୋଲି ଦେଇଥିବା ପ୍ରତିଜ୍ଞାର ସଫଲତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁ ପୁନରାଗମନ କରିବେ ବୋଲି ଥିବା ପ୍ରତିଜ୍ଞା ସତ୍ୟ ନୁହେଁ! ସେ ଆଗମନ କରିବେ ନାହିଁ!” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-metonymy]])

our fathers fell asleep

ଏଠାରେ “ପିତୃପୁରୁଷମାନେ” ବହୁକାଳ ପୂର୍ବେ ବାସ କରୁଥିବା ପୂର୍ବପୁରୁଷମାନଙ୍କୁ ବୁଝାଏ I ମହାନିଦ୍ରା ପ୍ରାପ୍ତ ହେବା ଏକ ଶବ୍ଦର ବିଲୋପ, ଯାହା ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପୂର୍ବପୁରୁଷମାନେ ମୃତ୍ୟୁଭୋଗ କଲେ” (ଦେଖ: rc://*/ta/man/translate/figs-euphemism)

all things have stayed the same, since the beginning of creation

ପରିହାସକମାନେ “ସମସ୍ତ ବିଷୟ” ବ୍ୟବହାର କରି ଅତିରଂଜନ କରୁଛନ୍ତି ଓ ସେମାନେ ଯୁକ୍ତି କରୁଛନ୍ତି ଯେ ଯେହେତୁ ଜଗତରେ କୌଣସି ବିଷୟର ପରିବର୍ତ୍ତନ ହୋଇନାହିଁ, ଯୀଶୁ ଯେ ଆସିବେ, ସତ୍ୟ ହୋଇପାରିବ ନାହିଁ” (ଦେଖ: rc://*/ta/man/translate/figs-hyperbole)

since the beginning of creation

ଏହାକୁ ଗୋଟିଏ କ୍ରିୟାରୂପକ ବାକ୍ୟାଂଶରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଜଗତକୁ ସୃଷ୍ଟି କରିବା ସମୟଠାରୁ” (ଦେଖ: rc://*/ta/man/translate/figs-abstractnouns)