or_tn/2pe/02/21.md

1.3 KiB

the way of righteousness

ପିତର ଜୀବନକୁ ଗୋଟିଏ “ମାର୍ଗ” ବା ପଥ ବୋଲି କହନ୍ତି I ଏହି ବାକ୍ୟାଂଶ ଈଶ୍ବରଙ୍କ ଇଚ୍ଛା ଅନୁସାରେ ଜୀବନ ଯାପନ କରୁଥିବା ବିଷୟକୁ ବୁଝାଏ I (ଦେଖ: rc://*/ta/man/translate/figs-metaphor)

turn away from the holy commandment

ଏଠାରେ “ବିମୁଖ ହେବା” ଗୋଟିଏ ରୂପକ, ଯାହାର ଅର୍ଥ କିଛି କରୁଥିବା ବିଷୟକୁ ତ୍ୟାଗ କରିବା I ବିକଳ୍ପ ଅନୁବାଦ: “ପବିତ୍ର ଆଜ୍ଞା ପାଳନ କରିବା ତ୍ୟାଗ କରନ୍ତି” (ଦେଖ: rc://*/ta/man/translate/figs-metaphor)

the holy commandment delivered to them

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ଦେଇଥିବା ପବିତ୍ର ଆଜ୍ଞା” କିମ୍ବା “ସେମାନେ ପ୍ରାପ୍ତ ହୋଇଛନ୍ତି ବୋଲି ଈଶ୍ବର ନିଶ୍ଚିତ କରିଥିବା ପବିତ୍ର ଆଜ୍ଞା” (ଦେଖ: rc://*/ta/man/translate/figs-activepassive)