or_tn/2pe/02/19.md

2.0 KiB

They promise freedom to them, but they themselves are slaves of corruption

ଏଠାରେ ସ୍ବାଧିନତା ହେଉଛି ଗୋଟିଏ ରୂଢ଼ି, ଯାହା ଜଣେ ଯେପରି ଚାହେଁ, ଠିକ୍ ସେପରି ଜୀବନ କାଟିବାର କ୍ଷମତାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କୁ ସେମାନେ ଯେପରି ଚାହୁଁଛନ୍ତି, ଠିକ୍ ସେପରି ଜୀବନ କାଟିବାକୁ କ୍ଷମତା ଦେବାକୁ ପ୍ରତିଜ୍ଞା କରନ୍ତି, କିନ୍ତୁ ସେମାନେ ସେମାନଙ୍କ ନିଜର ପାପପୂର୍ଣ୍ଣ ଅଭିଳାଷରୁ ରକ୍ଷା ପାଇପାରନ୍ତି ନାହିଁ” (ଦେଖ: rc://*/ta/man/translate/figs-metaphor)

promise freedom ... slaves of corruption

ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ପାପର ଦାସ, ଯେଉଁମାନେ ସେମାନଙ୍କ ବନ୍ଦୀ ଅବସ୍ଥାରୁ ମୁକ୍ତ ହେବାର ଆବଶ୍ୟକ ଅଛି” (ଦେଖ: rc://*/ta/man/translate/figs-metaphor)

For a man is a slave to whatever overcomes him

ପିତର ଜଣେ ଲୋକକୁ ଦାସ ବୋଲି କହୁଛନ୍ତି ଯେତେବେଳେ ସେ ଲୋକ ଉପରେ କିଛି ନା କିଛି ବିଷୟର ନିୟନ୍ତ୍ରଣ ରହିଛି ଓ ସେହି ବିଷୟ ସେହି ଲୋକର କର୍ତ୍ତା ସଦୃଶ ଅଟେ I ବିକଳ୍ପ ଅନୁବାଦ: “କାରଣ ଯଦି କୌଣସି ବିଷୟର ଜଣକ ଉପରେ ନିୟନ୍ତ୍ରଣ ଅଛି, ସେହି ଲୋକ ସେହି ବିଷୟର ଦାସ ସଦୃଶ ଅଟେ” (ଦେଖ: rc://*/ta/man/translate/figs-metaphor)