or_tn/2pe/02/18.md

1.8 KiB

They speak with vain arrogance

ସେମାନେ ଶକ୍ତିଯୁକ୍ତ କିନ୍ତୁ ନିରର୍ଥକ ବାକ୍ୟ ବ୍ୟବହାର କରନ୍ତି

They entice people through the lusts of the flesh

ସେମାନେ ଲୋକମାନଙ୍କୁ କାମୁକତା ଓ ପାପପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ହେବାପାଇଁ ପାପପୂର୍ଣ୍ଣ ପ୍ରକୃତିକୁ ଉତ୍ତେଜିତ କରନ୍ତି I

people who try to escape from those who live in error

ଏହି ବାକ୍ୟାଂଶ ନୂତନଭାବରେ ବିଶ୍ବାସୀ ହୋଇଥିବା ଲୋକମାନଙ୍କୁ ବୁଝାଏ I “ଭ୍ରାନ୍ତ ଆଚରଣକାରୀ” ବାକ୍ୟାଂଶଟି ଏପର୍ଯ୍ୟନ୍ତ ପାପରେ ଜୀବନ କାଟୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ଓ ଅନ୍ୟମାନେ ଆଗରୁ ଯେପରି ପାପପୂର୍ଣ୍ଣ ଜୀବନ କାଟୁଥିଲେ, ସେପରି ଜୀବନ କାଟିବା ପରିବର୍ତ୍ତେ, ସତ୍ୟରେ ଜୀବନ କାଟିବାକୁ ଚେଷ୍ଟା କରୁଥିବା ଲୋକମାନେ” (ଦେଖ: rc://*/ta/man/translate/figs-explicit)

people who try to escape

ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ପାପର ଦାସ, ଯେଉଁମାନେ ସେମାନଙ୍କ ବନ୍ଦୀ ଅବସ୍ଥାରୁ ମୁକ୍ତ ହେବାର ଆବଶ୍ୟକ ଅଛି” (ଦେଖ: rc://*/ta/man/translate/figs-metaphor)