or_tn/2pe/02/17.md

2.0 KiB

These men are springs without water

ଜଳ ବହୁଥିବା ନିର୍ଝର ତୃଷିତ ଲୋକମାନଙ୍କ ପାଇଁ ପ୍ରାଣ ତୃପ୍ତକାରୀ ହୋଇଥାଏ, କିନ୍ତୁ “ନିର୍ଜଳ ନିର୍ଝର” ତୃଷିତ ଲୋକମାନଙ୍କ ପାଇଁ ନିରାଶା ଅଟେ I ସେହିପରି, ଭଣ୍ଡ ଶିକ୍ଷକମାନେ, ଯଦିଓ ଅନେକ କିଛି ପ୍ରତିଜ୍ଞା କରନ୍ତି, ପ୍ରତିଜ୍ଞା କରିଥିବା ବିଷୟଗୁଡିକୁ କରିବାକୁ ଅସମର୍ଥ ଅଟନ୍ତି I (ଦେଖ: rc://*/ta/man/translate/figs-metaphor)

mists driven by a storm

ଯେତେବେଳେ ଲୋକେ ଝଡର ମେଘ ଦେଖନ୍ତି, ସେମାନେ ବୃଷ୍ଟିପାତ ଆଶା କରନ୍ତି I ଯେତେବେଳେ ବୃଷ୍ଟିପାତ ପୂର୍ବରୁ ଝଡବାୟୁ ବହି ମେଘକୁ ଦୂରକୁ ନେଇଯାଏ, ଲୋକେ ନିରାଶ ହୁଅନ୍ତି I ସେହିପରି, ଭଣ୍ଡ ଶିକ୍ଷକମାନେ, ଯଦିଓ ଅନେକ କିଛି ପ୍ରତିଜ୍ଞା କରନ୍ତି, ପ୍ରତିଜ୍ଞା କରିଥିବା ବିଷୟଗୁଡିକୁ କରିବାକୁ ଅସମର୍ଥ ଅଟନ୍ତି I (ଦେଖ: rc://*/ta/man/translate/figs-metaphor)

The gloom of thick darkness is reserved for them

“ସେମାନଙ୍କ” ଶବ୍ଦ ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କ ନିମନ୍ତେ ଘୋର ଅନ୍ଧକାରର ଦଶା ସଂରକ୍ଷିତ କରିଛନ୍ତି” (ଦେଖ: rc://*/ta/man/translate/figs-activepassive)