or_tn/2pe/02/16.md

12 lines
910 B
Markdown

# he obtained a rebuke
ତୁମେ ନିର୍ଦ୍ଦିଷ୍ଟ କରିପାରିବ ଯେ ଈଶ୍ବର ହିଁ ବିଲିୟାମକୁ ଅନୁଯୋଗ କରିଥିଲେ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ଅନୁଯୋଗ କଲେ” (ଦେଖ: [[rc://*/ta/man/translate/figs-abstractnouns]])
# a mute donkey speaking in a human voice
ଗୋଟିଏ ଗଧ, ଯାହା ସ୍ବାଭାବିକ ଭାବରେ କଥା କହିବାକୁ ଅସମର୍ଥ, ଜଣେ ମନୁଷ୍ୟର ସ୍ବରରେ କଥା କହିଲା I
# stopped the prophet's insanity
ଭାବବାଦୀର ନିର୍ବୋଧ କାର୍ଯ୍ୟକୁ ଅଟକାଇବା ପାଇଁ ଈଶ୍ବର ଗୋଟିଏ ଗଧକୁ ବ୍ୟବହାର କଲେ I (ଦେଖ: [[rc://*/ta/man/translate/figs-metonymy]])