or_tn/2pe/02/14.md

1.7 KiB

They have eyes full of adultery

ଏଠାରେ “ଚକ୍ଷୁ” ସେମାନଙ୍କ ଅଭିଳାଷକୁ ବୁଝାଏ ଓ “ଚକ୍ଷୁ ପରିପୂର୍ଣ୍ଣ”ର ଅର୍ଥ ସେମାନେ ନିରନ୍ତର ସେହି ବିଷୟ ଚାହୁଁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ନିରନ୍ତର ବ୍ୟଭିଚାର କରିବାକୁ ଚାହୁଁଛନ୍ତି” (ଦେଖ: rc://*/ta/man/translate/figs-metonymy)

they are never satisfied with sin

ଯଦିଓ ସେମାନେ ସେମାନଙ୍କ ଅଭିଳାଷକୁ ପରିତୃପ୍ତ କରିବା ପାଇଁ ପାପ କରନ୍ତି, ସେମାନେ କରୁଥିବା ପାପ କଦାପି ପରିତୃପ୍ତ କରେ ନାହିଁ I

They entice unstable souls

ଏଠାରେ “ଆତ୍ମା” ବ୍ୟକ୍ତିମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି” (ଦେଖ: rc://*/ta/man/translate/figs-synecdoche)

hearts trained in covetousness

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଭାବନା ଓ ଆବେଗକୁ ବୁଝାଏ I ସେମାନଙ୍କର ଅଭ୍ୟାସଗତ କାର୍ଯ୍ୟ ସକାଶୁ, ଲୋଭ ବିଷୟକ ଚିନ୍ତା ଓ କାର୍ଯ୍ୟ କରିବାକୁ ସେମାନେ ଆପଣା ଆପଣାକୁ ଶିକ୍ଷିତ କରିଅଛନ୍ତି I (ଦେଖ: rc://*/ta/man/translate/figs-metonymy)