or_tn/2pe/02/13.md

12 lines
1.7 KiB
Markdown

# They will receive the reward of their wrongdoing
ଭଣ୍ଡ ଶିକ୍ଷକମାନେ ପାଇବାକୁ ଥିବା ଦଣ୍ଡ ବିଷୟରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବେତନ I ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କର ମନ୍ଦ କାର୍ଯ୍ୟ ନିମନ୍ତେ ସେମାନଙ୍କ ଯୋଗ୍ୟ ବିଷୟ ପାଇବେ” (ଦେଖ: [[rc://*/ta/man/translate/figs-irony]])
# luxury during the day
ଏଠାରେ “ବିଳାସ” ଶବ୍ଦ ଭୋଜନପାନ, ମଦ୍ୟପାନ ଓ ବ୍ୟଭିଚାର କାର୍ଯ୍ୟଜନିତ ଅନୈତିକ କାର୍ଯ୍ୟକଳାପକୁ ବୁଝାଏ I ଦିନବେଳେ ଏହିସବୁ କାର୍ଯ୍ୟ କରିବା ବିଷୟ ସୂଚାଏ ଯେ ଏହି ଲୋକମାନେ ଏପରି କାର୍ଯ୍ୟରେ ଲଜ୍ଜିତ ନ ଥଲେ I
# They are stains and blemishes
“କଳଙ୍କ” ଓ “ନିନ୍ଦା” ଶବ୍ଦଗୁଡିକ ଏକାପରି ଅର୍ଥକୁ ବୁଝାଏ I ପିତର ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ଏହା ବସ୍ତ୍ରରେ ଗୋଟିଏ ଦାଗପରି, ଯାହା ପରିଧାନ କରିଥିବା ଲୋକକୁ ଲଜ୍ଜା ଦେଇଥାଏ I ବିକଳ୍ପ ଅନୁବାଦ: “ସେମାନେ ବସ୍ତ୍ରରେ ଦାଗ ଓ କଳଙ୍କ ସଦୃଶ, ଯାହା ଅପମାନ ଆଣିଥାଏ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-doublet]])