or_tn/2pe/02/01.md

16 lines
1.6 KiB
Markdown

# General Information:
ପିତର ବିଶ୍ବାସୀମାନଙ୍କୁ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ କରାଇବାକୁ ଆରମ୍ଭ କରୁଛନ୍ତି I
# False prophets came to the people, and false teachers will also come to you
ଯେପରି ଭଣ୍ଡ ଭାବବାଦୀମାନେ ସେମାନଙ୍କ କଥାରେ ଇଶ୍ରାୟେଲକୁ ପ୍ରବଞ୍ଚନା କରିବାକୁ ଆସିଥିଲେ, ସେପରି ଭଣ୍ଡ ଶିକ୍ଷକମାନେ ଖ୍ରୀଷ୍ଟଙ୍କ ବିଷୟରେ ଭ୍ରାନ୍ତଶିକ୍ଷା ଦେବାକୁ ଆସିବେ I
# destructive heresies
“ଭ୍ରାନ୍ତ ମତ” ଶବ୍ଦଟି ଖ୍ରୀଷ୍ଟ ଓ ପ୍ରେରିତମାନଙ୍କ ଶିକ୍ଷାର ବିପରୀତ ମତବାଦକୁ ବୁଝାଏ I ଏହି ଭ୍ରାନ୍ତ ଶିକ୍ଷା, ତହିଁରେ ବିଶ୍ବାସ କରୁଥିବା ଲୋକମାନଙ୍କ ବିଶ୍ବାସକୁ ବିନାଶ କରେ I
# the master who bought them
ଏଠାରେ “କର୍ତ୍ତା” ଶବ୍ଦଟି ଦାସମାନଙ୍କୁ କ୍ରୟ କରିଥିବା ବ୍ୟକ୍ତିକୁ ବୁଝାଏ I ପିତର ଯୀଶୁଙ୍କୁ ସେ ଆପଣା ମୃତ୍ୟୁର ମୂଲ୍ୟ ଦ୍ବାରା କ୍ରୟ କରିଥିବା ଲୋକମାନଙ୍କ କର୍ତ୍ତା ବୋଲି କହୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-explicit]])