or_tn/2pe/01/17.md

8 lines
1.2 KiB
Markdown

# when a voice was brought to him by the Majestic Glory
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ମହାଗୌରବ ମଧ୍ୟରୁ ଆସୁଥିବା ଗୋଟିଏ ବାଣୀ ଶୁଣିଲେ” କିମ୍ବା “ଯେତେବେଳେ ସେ ମହାଗୌରବ ମଧ୍ୟରୁ ତାହାଙ୍କୁ କୁହାଯାଉଥିବା ଗୋଟିଏ ବାଣୀ ଶୁଣିଲେ” (ଦେଖ: [[rc://*/ta/man/translate/figs-activepassive]])
# the Majestic Glory saying
ପିତର ଈଶ୍ବରଙ୍କୁ ତାହାଙ୍କ ଗୌରବ ପ୍ରମାଣେ ଉଲ୍ଲେଖ କରନ୍ତି I ଏହା ଗୋଟିଏ ଶବ୍ଦର ବିଲୋପ ଯାହା ଈଶ୍ବରଙ୍କ ନାମକୁ ତାହାଙ୍କ ପ୍ରତି ସମ୍ମାନର ଦୃଷ୍ଟିରୁ ବ୍ୟବହାର କରିବାକୁ ଏଡ଼ାଉଛି I ବିକଳ୍ପ ଅନୁବାଦ: “ଈଶ୍ବର, ମହାଗୌରବ, କହୁଅଛନ୍ତି” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-euphemism]])