or_tn/2pe/01/15.md

824 B

you may be always able to remember these things

ଏଠାରେ “ଏହି ସମସ୍ତ ବିଷୟ” ଶବ୍ଦଗୁଡିକ ପିତର ପୂର୍ବପଦଗୁଡିକରେ କହିଥିବା ପ୍ରତ୍ୟେକ ବିଷୟକୁ ବୁଝାଏ I

after my departure

ପିତର ଆପଣା ମୃତ୍ୟୁ ବିଷୟରେ କହନ୍ତି ଯେ ସତେ ଯେପରି ସେ ଗୋଟିଏ ସ୍ଥାନ ଛାଡ଼ି ଆଉ ଗୋଟିଏ ସ୍ଥାନକୁ ଯାଉଛନ୍ତି I ବିକଳ୍ପ ଅନୁବାଦ: “ମୋହର ମୃତ୍ୟୁ ପରେ” କିମ୍ବା “ମୁଁ ମୃତ୍ୟୁଭୋଗ କରିବା ପରେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-euphemism]])