or_tn/2pe/01/13.md

1.6 KiB

to stir you up by way of reminder

ଏଠାରେ “ଜାଗ୍ରତ କରାଇବା”ର ଅର୍ଥ ଜଣକୁ ନିଦ୍ରାରୁ ଜଗାଇବା I ଏହିସବୁ ବିଷୟରେ ଆପଣା ପାଠକମାନଙ୍କୁ ଚିନ୍ତା କରାଇବା ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ସେମାନଙ୍କୁ ନିଦ୍ରାରୁ ଜଗାଉଛନ୍ତି I ବିକଳ୍ପ ଅନୁବାଦ: “ଏହିସବୁ ବିଷୟରେ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ, ଯେପରି ତୁମ୍ଭେମାନେ ସେସବୁ ବିଷୟରେ ଚିନ୍ତା କରିବ” (ଦେଖ: rc://*/ta/man/translate/figs-metaphor)

as long as I am in this tent

ଆପଣା ଶରୀର ବିଷୟରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତମ୍ବୁ, ଯାହା ସେ ପରିଧାନ କରିଛନ୍ତି ଓ ଶୀଘ୍ର ତ୍ୟାଗ କରିବେ I ଆପଣା ଶରୀରରେ ଥିବାର ଅର୍ଥ ହେଉଛି ଜୀବିତ ହୋଇ ରହିବା ଓ ତ୍ୟାଗ କରିବାର ଅର୍ଥ ହେଉଛି ମୃତ୍ୟୁଭୋଗ କରିବା I ବିକଳ୍ପ ଅନୁବାଦ: “ଯେପର୍ଯ୍ୟନ୍ତ ମୁଁ ଏହି ଶରୀରରେ ଅଛି” କିମ୍ବା “ଯେପର୍ଯ୍ୟନ୍ତ ମୁଁ ଜୀବିତ ଅଛି” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-euphemism]])