or_tn/2pe/01/08.md

16 lines
2.0 KiB
Markdown

# these things
ଏହା ବିଶ୍ବାସ, ସଦ୍ ଗୁଣ, ଜ୍ଞାନ, ସଂଯମ, ଧୈର୍ଯ୍ୟ, ଧର୍ମପରାୟଣତା, ଭ୍ରାତୃସ୍ନେହ ଓ ପ୍ରେମକୁ ବୁଝାଏ, ଯାହା ପିତର ପୂର୍ବ ପଦଗୁଡିକରେ ଉଲ୍ଲେଖ କରିଥିଲେ I
# you will not be barren or unfruitful
ଏହି ସବୁ ଗୁଣ ନ ଥିବା ଲୋକ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ଶସ୍ୟ ଉତ୍ପନ୍ନ କରୁ ନ ଥିବା ଗୋଟିଏ କ୍ଷେତ ଅଟେ I ଏହାକୁ ସକରାତ୍ମକ ଶବ୍ଦରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଉତ୍ପନ୍ନ କରିବ ଓ ଫଳପୂର୍ଣ୍ଣ ହେବ” କିମ୍ବା “ତୁମ୍ଭେମାନେ ଫଳପ୍ରଦ ହେବ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-doublenegatives]])
# barren or unfruitful
ଏହି ଶବ୍ଦଗୁଡିକ ମୌଳିକ ଭାବରେ ସମାନ ବିଷୟକୁ ବୁଝାଏ ଓ ଗୁରୁତ୍ବ ଦିଏ ଯେ ଏହି ଲୋକ ଯୀଶୁଙ୍କୁ ଜାଣିବା ଦ୍ବାରା ଫଳପ୍ରଦ ହେବ ନାହିଁ କି କୌଣସି ଲାଭ ପାଇବ ନାହିଁ I ବିକଳ୍ପ ଅନୁବାଦ: “ଫଳଶୂନ୍ୟ” (ଦେଖ: [[rc://*/ta/man/translate/figs-doublet]])
# in the knowledge of our Lord Jesus Christ
ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ତୁମେ “ଜ୍ଞାନ”କୁ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଜାଣି” (ଦେଖ: [[rc://*/ta/man/translate/figs-abstractnouns]])