or_tn/2pe/01/02.md

1.2 KiB

May grace and peace increase in measure

ଈଶ୍ବର ହିଁ ବିଶ୍ବାସୀମାନଙ୍କୁ ଅନୁଗ୍ରହ ଓ ଶାନ୍ତି ଦେବେ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ଅନୁଗ୍ରହ ଓ ଶାନ୍ତି ବୃଦ୍ଧି କରନ୍ତୁ” (ଦେଖ: rc://*/ta/man/translate/figs-explicit)

May grace and peace increase

ପିତର ଶାନ୍ତି ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଆକାରରେ ବା ସଂଖ୍ୟାରେ ବଢିପାରିବ I (ଦେଖ: rc://*/ta/man/translate/figs-metaphor)

in the knowledge of God and of Jesus our Lord

ତୁମେ “ଜ୍ଞାନ”କୁ ଗୋଟିଏ କ୍ରିୟା ବାକ୍ୟାଂଶ ସାହାଯ୍ୟରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କୁ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଜାଣିବା ଦ୍ବାରା” (ଦେଖ: rc://*/ta/man/translate/figs-abstractnouns)