or_tn/2co/13/07.md

858 B

that you may not do any wrong

ଯେପରି ତୁମ୍ଭେମାନେ ଆଦୌ ପାପ କରିବ ନାହିଁ କିମ୍ବା “ଆମ୍ଭେମାନେ ତୁମ୍ଭମାନଙ୍କୁ ସଂଶୋଧନ କରିବାବେଳେ, ତୁମ୍ଭେମାନେ ଆମ୍ଭମାନଙ୍କ କଥା ଶୁଣିବାକୁ ଅଗ୍ରାହ୍ୟ କରିବ ନାହିଁ I” ପାଉଲ ତାଙ୍କର ବିପରୀତ ଉକ୍ତିକୁ ଗୁରୁତ୍ବ ଦେଉଛନ୍ତି I ବିକଳ୍ପ ଅନୁବାଦ: “ଯେ ତୁମ୍ଭେମାନେ ସବୁ ବିଷୟ ଠିକ୍ କରିବ” (ଦେଖ: rc://*/ta/man/translate/figs-litotes)

to have passed the test

ମହାନ୍ ଶିକ୍ଷକ ହୋଇ ସତ୍ୟରେ ଜୀବନଯାପନ କରିବ